Download Now Banner

This browser does not support the video element.

ପଟ୍ଟାଙ୍ଗୀ: କୁଲାବିର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କଫି ଚାଷ ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ

Pottangi, Koraput | Aug 17, 2024
କୁଲାବିର ପଞ୍ଚାୟତ କାର୍ଯ୍ୟାଳୟ, ପରିସରରେ କଫି ଚାଷ ବୃଦ୍ଧି ପାଇଁ ସଚେତନତା କର୍ମଶାଳା ପଞ୍ଚାୟତର ବଡଦେବତା କୃଷକ ଉତ୍ପାଦକ କମ୍ପାନୀ ଦ୍ଵାରା ଅନୁଷ୍ଠିତ ଆଜି ଅପରାହ୍ନ ୨ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ କଫି ଚାଷ କିଭଳି ଚାଷୀଙ୍କ ଜୀବନ ଜୀବିକାର ମାନବୃଦ୍ଧି, ବର୍ଷ ସାରା ଚାଷୀଙ୍କୁ ରୋଜଗାର ଦେଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଚାଷୀଙ୍କୁ ନନ୍ଦପୁର ଅଞ୍ଚଳର ଉତ୍ତମ ପରିବେଶର ବିନିଯୋଗ କରି ଚାଷ ଓ ଚାଷୀଙ୍କୁ ସମସ୍ତ ପରାମର୍ଶ ଓ ଯାନ୍ତ୍ରିକ ଉପକରଣର ସହାୟତା କଫିବୋର୍ଡ ତରଫରୁ ଯୋଗାଇ ଦିଆଯିବ ବୋଲି କର୍ମଶାଳାରେ ଉପସ୍ଥିତ
Read More News
T & CPrivacy PolicyContact Us