Install App
rabindranath0321
This browser does not support the video element.
ରାୟଗଡା: ପଦ୍ମପୁର ମହିଳା ଓ ଶିଶୁ ବିକାଶ ଅଧିକାରୀ ଅନିତା ଦାସ ଙ୍କ ବିଚିକୋଟ ଓ ଗୁଡ଼ିଆବନ୍ଧ ଅଙ୍ଗନୱାଡ଼ି କେନ୍ଦ୍ର କୁ କଲେ ପରିଦର୍ଶନ
Rayagada, Rayagada | Sep 11, 2025
ରାୟଗଡ଼ା ଜିଲ୍ଲା ପଦ୍ମପୁର cdpo ଆଜି ଗୁରୁବାର ବିଚିକୋଟ ଓ ଗୁଡ଼ିଆବନ୍ଧ ଅଙ୍ଗନୱାଡ଼ି କେନ୍ଦ୍ର କୁ ପରିଦର୍ଶନ କରିବା ସହ ସମସ୍ତ ଶିଶୁ ଙ୍କୁ ସାର୍ଟ,ପ୍ୟାଣ୍ଟ୍ ମୋଜା ବଣ୍ଟନ କରିବା ସହ ପରିବେଶ କୁ ସ୍ୱଚ୍ଛ ସୁନ୍ଦର ରଖିବାକୁ ଦେଲେ ନିର୍ଦ୍ଧେଶ
Share
Read More News
T & C
Privacy Policy
Contact Us
Your browser does not support JavaScript!