Download Now Banner

This browser does not support the video element.

ବିଶୋଇ: ଗ୍ରାମାଞ୍ଚଳ ଥାନା ଅଞ୍ଚଳର ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଶିକ୍ଷକଙ୍କୁ ଆଜି ହେଲା କୋର୍ଟ ଚାଲାଣ

Bisoi, Mayurbhanj | Jul 10, 2024
ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଏକ ଗାଁରେ ଜଣେ ୧୨ ବର୍ଷିୟ ନାବାଳିକା କୁ ଟ୍ୟୁସନ କରୁଥିବା ଶିକ୍ଷକ ଦୁଷ୍କର୍ମ କରି ଗତକାଲି ଗ୍ରାମାଞ୍ଚଳ ପୋଲିସ ଦ୍ବାରା ଗିରଫ ହୋଇଥିଲା। ତେବେ ଆଜି ଉକ୍ତ ଅଭିଯୁକ୍ତ କୁ ଡାକ୍ତର ମାଇନା କରି , ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ଗ୍ରାମାଞ୍ଚଳ ଥାନାରେ କେଶ୍ ନମ୍ବର ୧୦୭/୨୪ ରେ ଭାରତୀୟ ନ୍ୟାୟ ସଂହିତାର ନୂତନ ଆଇନ୍ ୬୫(୨),୧୦୯,୧୫୧(୩) ସହିତ ପକ୍ସୋ ଆକ୍ଟ ୬ ରେ ଏକ ମାମଲା ରୁଜୁ ଆଜି ପୂର୍ବାହ୍ନ ୧୧ଟା ସମୟରେ, ଗ୍ରାମାଞ୍ଚଳ ଥାନା ପୋଲିସ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି।
Read More News
T & CPrivacy PolicyContact Us