Install App
ganesh35991
This browser does not support the video element.
ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ଥାନା ଉଡୁରା ଗ୍ରାମ ନିକଟରେ ଘଟିଛି ସଡ଼କ ଦୃଘଟଣା,ହିଟାଚି ଧକ୍କା ଦେଲା ବାଇକ ବାଇକ ଚାଳକ ଗୁରୁତର
Surada, Ganjam | Aug 28, 2025
ଛାତିଥରା ସଡ଼କ ଦୁର୍ଘଟଣାରେ ଶରୀରରୁ ହାତ ଅଲଗା, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଉଡୁରା ଗାଁ ନିକଟରେ ସଡ଼କ ଦୁର୍ଘଟଣା, ଦୁର୍ଘଟଣାରେ ଜଣେ ଯୁବକ ଙ୍କ ଶରୀରରୁ ହାତ ଅଲଗା ହୋଇଥିବା ଜଣାପଡିଛି।ରାସ୍ତାକଡରେ ଥିବା ଜେସିବି କୁ ଧକ୍କା ଦେଲା ବାଇକ୍ ,ଦୁର୍ଘଟଣାରେ ଯୁବକର ବାମ ହାତ ଛିଡି ଜେସିବିରେ ଝୁଲିଲା । ଗୁରୁତର ଯୁବକ ଜଣକ ଜଗନ୍ନାଥପ୍ରସାଦ ପଞ୍ଚଭୂତି ଗ୍ରାମର ହୋଇଥିବାବେଳେ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!