Download Now Banner

This browser does not support the video element.

ନୟାଗଡ: ସୀଙ୍ଗାରପଲ୍ଲୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Nayagarh, Nayagarh | Sep 9, 2025
ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ସିଙ୍ଗାରପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସୂଚନା ମୁତାବକ ନୟାଗଡ ବନାଞ୍ଚଲ୍ ତରଫରୁ ଜନ ସାଧାରଣ ମାନକୁ ଆଜି ସିଙ୍ଗାରପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚାରା ବଣ୍ଟନ ହୋଇଥିଲା । ତେବେ ଆଜିର କାର୍ଯ୍ୟକ୍ରମ ରେ ବନଖଣ୍ଡ ଅଧିକାରୀ ଉପସ୍ଥିତ ମଧ୍ୟ ରହିଥିଲେ।
Read More News
T & CPrivacy PolicyContact Us