Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ହିନ୍ଦୁ ଧର୍ମ ବିରୁଦ୍ଧରେ ଆପତ୍ତିଜନକ ଟିପଣି ଦେଇଥିବା ଯୁବକଙ୍କ ବିରୁଦ୍ଧରେ ଉମରକୋଟ ଥାନାରେ ଏତଲା ଦେଲେ ବିଭିନ୍ନ ହିନ୍ଦୁ ସଂଗଠନ

Nabarangapur PS, Nabarangpur | Aug 23, 2025
ହିନ୍ଦୁ ଧର୍ମ ବିରୁଦ୍ଧରେ ଆପତ୍ତିଜନକ ଟିପଣି ଦେଇଥିବା ଯୁବକଙ୍କ ବିରୁଦ୍ଧରେ ଉମରକୋଟ ଥାନାରେ ଏତଲା ଦେଲେ ବିଭିନ୍ନ ହିନ୍ଦୁ ସଂଗଠନ ଆପତ୍ତିଜନକ ମନ୍ତବ୍ୟ ରହିଥିବା ଭିଡିଓକୁ ଯୁବକ ଜଣକ ସସିଆଲ ମିଡିଆ ଫେସବୁକରେ ପୋଷ୍ଟ କରିଥିବାରୁ ଉମରକୋଟ ଥାନାରେ ଏତଲା ଦାଏର କରାଯାଇଛି । ନବରଙ୍ଗପୁର ପୂଜାରିଗୁଡା ପଞ୍ଚାୟତ ବଡ କୁସୁମି ଗ୍ରାମର ଗୋପବନ୍ଧୁ ରନ୍ଧାରି ନାମକ ଯୁବକ ହିନ୍ଦୁ ଧର୍ମ ବିରୁଦ୍ଧରେ ଓ ହିନ୍ଦୁ ଦେବା ଦେବୀଙ୍କ ବିରୁଦ୍ଧରେ ଦୀର୍ଘ ଦିନ ଧରି ଫେସବୁକରେ ପୋଷ୍ଟ କରୁଛନ୍ତି । ତାଙ୍କ ଗିରଫ ଦାବିରେ ଉମରକୋଟ ଥାନାରେ ଅଭିଯୋଗ ହେଇଛି
Read More News
T & CPrivacy PolicyContact Us