Download Now Banner

This browser does not support the video element.

ରାୟଗଡା: ଚନ୍ଦ୍ର ଗ୍ରହଣ ଲାଗି ଆଜି ପଦ୍ମପୁର ର ସମସ୍ତ ମଠ ମନ୍ଦିର ଗୁଡ଼ିକରେ ସ୍ଵତନ୍ତ୍ର ନିତିକାନ୍ତି

Rayagada, Rayagada | Sep 7, 2025
ଆଜି ହେଉଛି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ।ଏଥିଲାଗି ପଦ୍ମପୁର ର ସମସ୍ତ ମଠ ମନ୍ଦିର ଗୁଡ଼ିକରେ ସ୍ଵତନ୍ତ୍ର ନିଟିକାନ୍ତି ଅନୁଷ୍ଠିତ ହୋଇଥିଲା।ଦିନ ୧୨ଟା୫୭ରୁ ପାକ ତ୍ୟାଗ ସହ ଦେବ ନୀତି ନିଷେଧ।ଗ୍ରହଣ ସମୟ ରାତି 9ଟା27ରୁ ଆରମ୍ଭ ହୋଇ ମଧ୍ୟ ରାତି ସର୍ବ ମୋକ୍ଷ 1ଟା27ପଯ୍ୟନ୍ତ ରହିବ ବୋଲି କୁହାଯାଉଛି
Read More News
T & CPrivacy PolicyContact Us