Download Now Banner

This browser does not support the video element.

ହିଞ୍ଜିଳି: ହିଞ୍ଜିଳି କାଟୁ ପଞ୍ଚାୟତ ସମିତି କାର୍ଯ୍ୟଳୟର ସଭା କକ୍ଷ ପରିସରରେ ୮ଜଣ OAS ଅଧିକାରୀଙ୍କୁ ତାଲିମ ପ୍ରଦାନ କଲେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ

Hinjili, Ganjam | Aug 24, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟଳୟ ସଭା କକ୍ଷ ପରିସରରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁ ଶ୍ରୀ ସାଗରୀକା ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ୮ଜଣ ନୂତନ OAS ଅଧିକାରୀ ପଞ୍ଚାୟତ ରାଜ ଦିବସ ଉପରେ ତାଲିମ ପ୍ରଦାନ କରାଯାଇଛି. ଅନ୍ୟପଟେ ଅପରାହ୍ନ ରେ ଏହି ୮ ଅଧିକାରୀ ସାହାପୁର ପଞ୍ଚାୟତ ଓ ରାଲବ ପଞ୍ଚାୟତ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ କାର୍ଯ୍ୟ ଉପରେ ଅନୁଧ୍ୟାନ କରିବା ସହ ପଞ୍ଚାୟତ ପରିଭ୍ରମଣର କରିଛନ୍ତି।
Read More News
T & CPrivacy PolicyContact Us