Download Now Banner

This browser does not support the video element.

ପୋଲସରା: ଯେ. ଡ଼େଙ୍ଗାପଦର ପଞ୍ଚାୟତ ରେ ନିର୍ମାଣଧୀନ ଆବାସ ଯୋଜନା ଘର ସ୍ଥିତି ପରଖିଲା ବ୍ଲକ ପ୍ରଶାସନ

Polasara, Ganjam | Aug 22, 2025
ଗରିବ ବାସହୀନ ଲୋକ ମୁଣ୍ଡ ଉପରେ ପକା ଛାତ ସହ ପକା ଘର ଯୋଗାଇବା ପାଇଁ ସରକାର ଲୋକାଭିମୁଖୀ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା l ଏହି ଯୋଜନା ରେ ଚଳିତ ଆର୍ଥିକ ବର୍ଷାରେ ବିଭିନ୍ନ ସ୍ଥାନରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ର ସମସ୍ତ ପଞ୍ଚାୟତ ରେ ବହୁ ଯୋଗ୍ୟ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି l ତେବେ ଘର ଗୁଡିକ କିଭଳି ହୋଇଛି ଏବଂ କେତେ ପ୍ରତିଶତ କାର୍ଯ୍ୟ ସାରିଲାଣି ତାହାର ତଦାରଖ କରିଛି ପ୍ରଶାସନ l
Read More News
T & CPrivacy PolicyContact Us