This browser does not support the video element.
ପରଜଙ୍ଗ: କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ରବିବାର ୪ଟାରେ ମିଳିତ ଗଣେଶ ପୂଜା ଭାଷାଣି ଉତ୍ସବ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା
Parajang, Dhenkanal | Aug 31, 2025
କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ରବିବାର ୪ଟାରେ ମିଳିତ ଗଣେଶ ପୂଜା ଭାଷାଣି ଉତ୍ସବ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା ।ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ହେଉଥିବା ଗଣେଶ ପୂଜାର ମିଳିତ ଭାଷାଣି ଉତ୍ସବ ରବିବାର ସାରଙ୍ଗଧର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଧାୟକ ଶତ୍ରୁଘନ ଜେନା ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ଯରେ ଉପଜିଲ୍ଲାପାଳ ଦିନମଣି ନାଏକ,ଏସଡିପିଓ ରଜନୀକାନ୍ତ ସାମଲ,ତହସିଲଦାର ଶୁଭଙ୍କର ମହାନ୍ତି,ଓକିଲ ସଂଘ ସଭାପତି ରଞ୍ଜନ କୁମାର ରାଉତ,ଏନଏସି ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ,ବିକାଶ ପରିଷଦ ଅଧ୍ୟକ୍ଷ ସଞ୍ଜୟ ରାଉତ ପ୍ରମୁଖ