Download Now Banner

This browser does not support the video element.

କୋରାପୁଟ ସହର: ଲଗାଣ ବର୍ଷାରେ ଜବାଗଡ ଗ୍ରାମରେ ଭାଙ୍ଗିଲା ଘର,ସରକାରୀ ସହାୟତା ଦାବି

Koraput Town, Koraput | Aug 26, 2025
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ନନ୍ଦପୁର ବ୍ଳକ ବିଲାପୁଟ ପଞ୍ଚାୟତର ଜବାଗଡ ଗ୍ରାମରେ ଭାଙ୍ଗିଲା ଘର। ଜିଲ୍ଲାରେ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି ଦିନ ୩ଘଣ୍ଟା ସମୟରେ କିଶୋର କୁମାର ଦଳପତୀଙ୍କ ଘର ଭାଙ୍ଗିଥିବା ଜଣାପଡିଛି। ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।
Read More News
T & CPrivacy PolicyContact Us