Download Now Banner

This browser does not support the video element.

ବୌଦ୍ଧ ସଦର: ମୁର୍ଶୁଣ୍ଢ1 ସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଆସ ସ୍କୁଲ ଯିବା ଅଭିଯାନ ବୈଠକ ଅନୁଷ୍ଠିତ

Baudh Sadar, Boudh (Bauda) | Aug 21, 2025
ଗୁରୁବାର ଦିନ ମୁର୍ଶୁଣ୍ଢ1 ସ୍ଥିତ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଆସ ସ୍କୁଲ ଯିବା ଅଭିଯାନର ବୈଠକ ଅନୁଷ୍ଠିତ ହୋଇ ଯାଇଛି l ବୌଦ୍ଧ ବିଡ଼ିଓ ଯୁଦ୍ଧିଷ୍ଠିର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଗୋଷ୍ଠି ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ସିଡ଼ିପିଓ ୱାହିଦା ବେଗମ, ଏବିଇଓ କମଳାକାନ୍ତ ଦଳ ବେହେରା, ବ୍ଲକ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ, ସମସ୍ତ ସିଆରସିସି ଓ ଅନ୍ୟମାନେ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us