This browser does not support the video element.
ଝାରସୁଗୁଡା: ହୀରାକୁଦ ସୁପର ଫାଷ୍ଟ ଏକ୍ସପ୍ରେସ ଏବଂ ଇତବାରୀ ଟାଟା ଏକ୍ସପ୍ରେସ ବ୍ରଜରାଜନଗର ଏବଂ ବେଲପାହାଡ ଷ୍ଟେସନରେ ଏଣିକି ଅଟକିବ
Jharsuguda, Jharsuguda | Aug 30, 2025
ହୀରାକୁଦ ସୁପର ଫାଷ୍ଟ ଏକ୍ସପ୍ରେସ ଏବଂ ଇତବାରୀ ଟାଟା ଏକ୍ସପ୍ରେସ ବ୍ରଜରାଜନଗର ଏବଂ ବେଲପାହାଡ ଷ୍ଟେସନରେ ଏଣିକି ଅଟକିବ l ସାଉଥ ଇଷ୍ଟର୍ନ ରେଲୱେ ପକ୍ଷରୁ ଗତ ୨୯ ତାରିଖ ଏକ ପତ୍ର ଜାରି କରି ଅମ୍ରିତସର ରୁ ବିଶାଖାପଟନମ ଯାଉଥିବା ହୀରାକୁଦ ଏକ୍ସପ୍ରେସ ର ବେଲପାହାଡ ଏବଂ ବ୍ରଜରାଜନଗର ରେଳ ଷ୍ଟେସନ ରେ ଷ୍ଟପେଜ ରହିବ ବୋଲ ପ୍ରକାଶ କରାଯାଇଛି l ଏହି ନିର୍ଦେଶ ଆଜି ଶନିବାର ୩୦ ତାରିଖ ରୁ ଲାଗୁ କରିବା ପାଇଁ ପତ୍ରରେ ଉଲ୍ଲେଖ ରହିଥିବା ଆଜି ଶନିବାର ଅପରାହ୍ନ ୪ ଟା ରେ ସୂଚନା ମିଳିଛି l