Download Now Banner

This browser does not support the video element.

ଦେବଗଡ: ମହାସିନ୍ଧୁ ଗ୍ରାମରେ ସାପ୍ତାହିକ ବଜାର ଶୁଭାରମ୍ଭ

Debagarh, Debagarh (Deogarh) | Aug 28, 2025
ରିଆମାଳ ବ୍ଳକ ନୂଆଡିହି ପଞ୍ଚାୟତ ମହାସିନ୍ଧୁ ଗ୍ରାମରେ ଗୁରୁବାର ଠାରୁ ଏକ ସାପ୍ତାହିକ ବଜାର ଆରମ୍ଭ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୁଣ୍ଡିଆପାଲିି ପଞ୍ଚାୟତ ସରପଞ୍ଚ ପ୍ରକାଶ କୁମାର ଆଚାର୍ଯ୍ୟ ଓ ନୂଆଡିହି ଗ୍ରାମ ପଞ୍ଚାୟତର ସରପଞ୍ଚ ମୋତିମାଳା ମହାକୁଳ ଓ କୋଲ୍ହବସା ପଞ୍ଚାୟତର ସରପଞ୍ଚ ସୁଶ୍ରୀ ସଂଗୀତା ସାହୁ ତାଙ୍କ ସହିତ ନୂଆଡିହୀ ପଞ୍ଚାୟତର ନାଏବ ସରପଞ୍ଚ ବିଷ୍ନୁ ଚରଣ ଦେହୁରୀ, ବୁଦ୍ଧିଜିବୀ ମନମୋହନ ମହାକୁଳ ଗ୍ରା ର ଦେବାଧୀ ସାହୁ ରହି ଉଦଘାଟନ କରିଥିଲେ। ଏହି ବଜାରଟି ପ୍ରତ୍ୟେକ ଗୁରୁବାର ସକାଳ ସମୟରେ ଆରମ୍ଭ ହେବା ପାଇଁ ସ୍ଥିରୀକୃତ ହୋଇଅଛି।
Read More News
T & CPrivacy PolicyContact Us