This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କ୍ୟାପିଟାଲ ଥାନା ଅଞ୍ଚଳରୁ 3.100କେଜି ଗଞ୍ଜେଇ ଜବତ,3ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ
Bhubaneswar M Corp, Khordha | Sep 2, 2025
କ୍ୟାପିଟାଲ ଥାନା ଅଞ୍ଚଳରୁ 3.100କେଜି ଗଞ୍ଜେଇ ଜବତ,3ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 4.35ରେ ଅବକାରୀ ଥାନା ପୋଲିସ ପକ୍ଷରୁ କ୍ୟାପିଟାଲ ଥାନା ଅଞ୍ଚଳରେ ବିଭିନ୍ନ ପାନ ଦୋକାନ ରେ ଚଢ଼ଉ କରାଯାଇଥିଲା | 3.100କେଜି ଗଞ୍ଜେଇ ଜବତ ସହ 3ଜଣଙ୍କୁ ଗିରଫ କରାଯାଇଛି | ଗିରଫ ଅଭିଯୁକ୍ତ ମାନେ ହେଲେ ରୁପା ସାମଲ, ପ୍ରତାପ ବରାଡ଼ ଏବଂ ଗୋବିନ୍ଦ ସିଂ | ଏହି ଚଢ଼ାଉରେ STF, BMC, NCB ଏବଂ ଅବକାରୀ ଓ କ୍ୟାପିଟାଲ ଥାନା ପୋଲିସ ର ଅଧିକାରି ମାନେ ସାମିଲ ଥିଲେ |