Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ରାହୁଲଙ୍କ ଆଶାଳୀନ ମନ୍ତବ୍ୟ ପ୍ରତିବାଦରେ ଟ୍ରାଫିକ ଛକରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ; ମତ ଦେଲେ ବିଜେପି ଯୁବ ନେତା ଓ ମହିଳା ନେତ୍ରୀ
Baripada M, Mayurbhanj | Sep 1, 2025
ରାହୁଲ ଗାନ୍ଧୀଙ୍କ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦିବଙ୍ଗତ ମାଆଙ୍କ ପ୍ରତି ଅଭଦ୍ର ଓ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ ସୋମବାର ସଂଧ୍ୟା ୫ଟାରେ ବିଜେପି ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଛି। ବାରିପଦା ଟ୍ରାଫିକ ଛକରେ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ରାହୁଲ ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏନେଇ ସେଠାରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦେବବ୍ରତ ସାମଲ ଓ ବିଜେପି ମହିଳା ମୋର୍ଚ୍ଚା ପୂର୍ବ ଜିଲ୍ଲା ଉପ ସଭାପତି ସଭାବତି ଓତା ପ୍ରତିକ୍ରିୟା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!