Install App
belpahar_update
This browser does not support the video element.
ଝାରସୁଗୁଡା: ମରାକୁଟା ଗ୍ରାମପଞ୍ଚାୟତର ସରପଞ୍ଚ ଲିଲି ତନ୍ତୀ ଙ୍କ ସହ ଅଂଚଳବାସୀ ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ କୁ ପହଂଚି ଏକ ଦାବିପତ୍ର ପ୍ରଦାନ
Jharsuguda, Jharsuguda | Sep 10, 2025
ମରାକୁଟା ଗ୍ରାମପଞ୍ଚାୟତର ସରପଞ୍ଚ ଲିଲି ତନ୍ତୀ ଙ୍କ ସହ ଅଂଚଳବାସୀ ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ କୁ ପହଂଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଆଜି ଅପରାହ୍ନ ପ୍ରାୟ ୩ ଟା ରେ ଏହି ଦାବିପତ୍ର ପ୍ରଦାନ କରି ସେମାନେ ଉଲ୍ଲେଖ କରିଛନ୍ତି ଯେ ମରାକୁଟା କଲୋନୀ ଛକ ରୁ ବୁଡିପଦର ଏନଏଚ-୪୯ ପର୍ଯ୍ୟନ୍ତ ରାସ୍ତା ଖାଳ ଖମା ରେ ଭର୍ତି ହୋଇଛି l ପିଡ଼ବ୍ଲ୍ୟୁଡି ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି ରାସ୍ତା ରେ ବିବାଦ ଯୋଗୁଁ ୨୦୦ ରୁ ୩୦୦ ମିଟର ରାସ୍ତା ତିଆରି ମଧ୍ୟ ହୋଇନାହିଁ l
Share
Read More News
T & C
Privacy Policy
Contact Us
Your browser does not support JavaScript!