Install App
ranjannanda71
This browser does not support the video element.
ନୟାଗଡ: ପବିତ୍ର ଗଣେଶ ଚତୁର୍ଥୀ ଦ୍ୱିତୀୟ ଦିବସ ଉପଲକ୍ଷେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ ଗଣେଶ ପୁଜା ସ୍ଥାନ ପରିଦର୍ଶନ କଲେ ବିଧାୟକ
Nayagarh, Nayagarh | Aug 28, 2025
ପବିତ୍ର ଗଣେଶ ଚତୁର୍ଥୀ ଦ୍ୱିତୀୟ ଦିବସ ଉପଲକ୍ଷେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ ଗଣେଶ ପୁଜା ସ୍ଥାନ ପରିଦର୍ଶନ କଲେ ବିଧାୟକ । ସୂଚନା ମୁତାବକ ଆଜି ରାତି 7 ଘଟିକା ସମୟରେ ମହାବୀର କ୍ଷେତ୍ର ଠାରେ ଦଶପଲ୍ଲା ଠାରେ ଗଣେଶ ବଜାର ପୂଜା କମିଟି ତରଫରୁ ଆୟୋଜିତ ଗଣେଶ ପୂଜାରରେ ,ଅନ୍ଧାରକୋଟ୍ ଠାରେ ଯୁବଜ୍ୟୋତି ଯୁବକ ସଙ୍ଘ ତରଫରୁ ଆୟୋଜିତ ଗଣେଶ ପୂଜାରେ ଯୋଗଦେଇଥିଲି।
Share
Read More News
T & C
Privacy Policy
Contact Us
Your browser does not support JavaScript!