This browser does not support the video element.
ଧରାକୋଟ: ସିଙ୍ଗିପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ
Dharakote, Ganjam | Sep 8, 2025
ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁସାରେ ଆରମ୍ଭ ହୋଇଥିବା ପଞ୍ଚାୟତ ସ୍ତରରେ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଧରାକୋଟ ବ୍ଲକର ସିଙ୍ଗିପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ଭାରପ୍ରାପ୍ତ ବିଡ଼ିଓ ସୁଶୀଲ ପଟ୍ଟନାୟକ, ସରପଞ୍ଚ ଗୀତାଞ୍ଜଳି ସେଠୀ ,ସମିତି ସଭ୍ୟା ମମତା ଦାଶ,ଯୋଗାଣ ଅଧିକାରୀ ସଂଜୟ ମଲ୍ଲିକ ଙ୍କ ସମେତ ସମସ୍ତ ଲାଇନ ବିଭାଗ ର ଅଧିକାରୀ ଉପସ୍ଥିତ ରହିଥିଲେ l