Download Now Banner

This browser does not support the video element.

ବୌଦ୍ଧ ସଦର: ପୁରୁଣା କଟକ ଥାନା ଅଞ୍ଚଳରୁ ନିଖୋଜ ନାବାଳିକା ଉଦ୍ଧାର, ପରିବାରକୁ ହସ୍ତାନ୍ତର

Baudh Sadar, Boudh (Bauda) | Aug 22, 2025
ଶୁକ୍ରବାର ପୁରୁଣା କଟକ ଥାନା ଅଞ୍ଚଳରୁ ନିଖୋଜ ନାବାଳିକାକୁ ପୋଲିସ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ପୁରୁଣା କଟକ ଥାନା ଅଞ୍ଚଳରୁ ଜଣେ ନାବାଳିକା ଗତ ବର୍ଷ ନିଖୋଜ ହୋଇଥିବା ନେଇ ପରିବାର ପୁରୁଣା କଟକ ଥାନାରେ ଅଭିଯୋଗ କରିଥିଲେ | ଏ ସମ୍ପର୍କରେ ପୁରୁଣା କଟକ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା l ଦୀର୍ଘ ଦିନ ପରେ ପୋଲିସ ନାବାଳିକାକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us