Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ପିଜି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଅଭିଯୋଗ ନେଇ ଏସପି ଙ୍କ ଦ୍ବାରସ୍ଥ

Bhadrak Rural, Bhadrak | Sep 3, 2025
ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ପିଜି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆର୍ଥିକ ହେରଫେରରେ ସଂଶ୍ଳିଷ୍ଟ ଆସିଷ୍ଟାଣ୍ଟ ପ୍ରଫେସର ଅଜୟ କୁମାର ସେଠୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭଦ୍ରକ ଏସ୍ପିଙ୍କ ନିକଟରେ ଫେରାଦ ହୋଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us