Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ସମ୍ବଲପୁର ଶାଖା ପକ୍ଷରୁ ସଂସ୍କୃତ ଦିବସ ଓଡ଼ିଶା ସାଂସ୍କୃତିକ ସମାଜ ରେ ପାଳିତ

Sambalpur M, Sambalpur | Sep 9, 2025
ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ସମ୍ବଲପୁର ଶାଖା ପକ୍ଷରୁ ସଂସ୍କୃତ ଦିବସ ପାଳନ କରାଯାଇଛି l ଆଜି ଦିନ 11 ଟା ସମୟରେ ଓଡ଼ିଶା ସାଂସ୍କୃତିକ ସମାଜ ଭବନଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ସମ୍ବଲପୁର ଶାଖା ପକ୍ଷରୁ ସଭାପତି, ସମ୍ପାଦକଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଂସ୍କୁତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ l ନିକଟରେ ଚାକିରୀରୁ ଅବସର ନେଇଥିବା ବହୁ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧନା ଜ୍ଞାପନ ମଧ୍ୟ କରାଯାଇଥିଲା l ସଂସ୍କୃତ ହେଉଛି ସଂସ୍କୃତିର ଭାଷା ସଂସ୍କାର ର ଭାଷା l ବିଶେଷ କରି ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ମଧ୍ୟର
Read More News
T & CPrivacy PolicyContact Us