Download Now Banner

This browser does not support the video element.

ଆସିକା: ଆସିକା ଏନଏସି ପରିସରରେ ପାଳିତ ହେଲା ନିଖିଳ ଭାରତ ସ୍ୱାୟତ ଶାସନ ଦିବସ

Asika, Ganjam | Aug 31, 2025
ଗଞ୍ଜାମ ଜିଲ୍ଲା ଆସିକା ଏନଏସି କାର୍ଯ୍ୟାଳୟ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପଳାନ ହୋଇଯାଇଛି l ଏନଏସି ଅଧକ୍ଷା ବିନେତା ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ପିଡି ସୁନିଲ କୁମାର କେରକେଟା, କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ସମାଜ ସେବୀ ସତ୍ୟ ନାରାୟଣ ସ୍ବାଇଁ ଙ୍କ ସମେତ ସମସ୍ତ ୱାର୍ଡର କାଉନସିଲର ମାନେ ଯୋଗ ଦେଇଥିଲେ l
Read More News
T & CPrivacy PolicyContact Us