Download Now Banner

This browser does not support the video element.

ଓରିଏଣ୍ଟ: ଝାରସୁଗୁଡା ପୌରପରିଷଦ ୱାର୍ଡ ନମ୍ବର ୭ ଗସ୍ତ କଲେ ଝାରସୁଗୁଡା ବିଧାୟକ

Orient, Jharsuguda | Aug 30, 2025
ଝାରସୁଗୁଡା ପୌରପରିଷଦ ୱାର୍ଡ ନମ୍ବର ୭ ଗସ୍ତ କଲେ ଝାରସୁଗୁଡା ବିଧାୟକ l ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ସନ୍ଧ୍ୟା ୭ ଟା ରେ ଝାରସୁଗୁଡା ପୌରପରିଷଦ ୱାର୍ଡ ନମ୍ବର ୭ ରେ ସ୍ଥାପିତ ମା ତାରିଣୀ ଙ୍କ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା ଏବଂ ଆଳତୀ କରି ଜଗତ ଜନନୀ ମାଁ ତାରିଣୀ ଙ୍କ ପାଦପଦ୍ମ ରେ ସମସ୍ତ ଝାରସୁଗୁଡ଼ା ବାସୀଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ ପାଇଁ କାମନା କରିଛନ୍ତି l ଏହାସହ ମନ୍ଦିର ରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି l
Read More News
T & CPrivacy PolicyContact Us