Install App
sambalpurupdate
This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ପ୍ରଧାନପାଲି ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ ଘଟଣା, ଅଭିଯୋଗକାରୀ ହେଲେ ଧନକଉଡ଼ା ରେ ଏସପି ଙ୍କ ଦ୍ୱାରସ୍ଥ
Sambalpur M, Sambalpur | Sep 1, 2025
ଗତ ଅଗଷ୍ଟ 16 ତାରିଖ ରେ ପ୍ରଧାନପାଲି ନିକଟରେ ଜଣେ ଯୁବକଙ୍କୁ 4 ଜଣ ଯୁବକ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ l ହେଲେ ଆଜି ପର୍ଯ୍ୟନ୍ତ ଜଣଙ୍କୁ ଧରା ଯାଇଥିବା ବେଳେ ଅନ୍ୟ ଆକ୍ରମଣକାରୀଙ୍କୁ ଧରା ଯାଇନାହିଁ l ଏନେଇ ଆଜି ଏସପିଙ୍କୁ ଧନକଉଡ଼ା ବ୍ଲକ ରେ ଅଭିଯୋଗ କରିଛନ୍ତି ଆକ୍ରମଣ ର ଶିକାର ହେଇଥିବା ଅର୍ଜୁନ ସାହୁ l ଏସପି ତୁରନ୍ତ ଅନ୍ୟ ମାନଙ୍କୁ ଗିରଫ କରିବା ପାଈଁ ସଦର ଏସ୍ଡ଼ିପିଓଙ୍କୁ ନିର୍ଦ୍ଧେଶ ଦେଇଥିବା ଏସପି ସୂଚନା ଦେଇଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!