Download Now Banner

This browser does not support the video element.

ପଟପୁର: ସାନଖେମୁଣ୍ଡି:ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ମୁଣ୍ଡମରେଇ ଗ୍ରାମସ୍ଥିତ ଏକ ମନ୍ଦିର ପ୍ରାଙ୍ଗଣରେ ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀ ଜନ୍ମ ବାର୍ଷିକ

Patapur, Ganjam | Jul 6, 2024
ଆଜି ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୩ତମ ଜନ୍ମବାର୍ଷିକୀ ଉପଲକ୍ଷେ ଇଂ. ଉତ୍ତମ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଧେଶ କ୍ରମେ,ଧରାକୋଟ ବ୍ଲକର କର୍ମୀ ମନେ ମୁଣ୍ଡମରାଇ ଗ୍ରାମସ୍ଥିତ ଶ୍ରୀ ମଲ୍ଲୀକାର୍ଜୁନ ମନ୍ଦିର ପ୍ରାଙ୍ଗଣରେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି |ଉକ୍ତ ଜନ୍ମବାର୍ଷିକୀ ରେ ବିଜେପି ବିଧାୟକ ପ୍ରାର୍ଥୀ ସଂଯୋଜକ ଶ୍ରୀ ସୁନୀଲ କୁମାର ମହାନ୍ତି, କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଭାକର ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ଶ୍ରୀ ମିଥୁନ ପ୍ରଧାନ,ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ମାନସ ରଞ୍ଜନ ନାୟକ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us