This browser does not support the video element.
ଫୁଲବାଣୀ ସହର: ଜଙ୍ଗଲୀ ବାରାହା ଆକ୍ରମଣରେ ଦୁଇ ଗୁରୁତର;ଫୁଲବାଣୀ ମେଡିକାଲ ରେ ଭର୍ତି
Phulabani Town, Kandhamal | May 16, 2024
ଜଙ୍ଗଲୀ ବାରାହା ଆକ୍ରମଣରେ ୨ଜଣ ଗୁରୁତର ହୋଇଛନ୍ତି I ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଂଚାୟତର ସରୁକୋଇ ଅଂଚଳରେ I ଗୁରୁତର ହୋଇଥିବା ମହିଳା ମାନେ ହେଲେ ସରୁକୋଈ ଗାଁ ର ବନ୍ଧୁରି ବିନ୍ଧାଣି ୬୦ ବର୍ଷ ଏବଂ ଅନ୍ୟଜଣେ ମହିଳା ହେଲେ ସେହି ଗାଁ ର ପ୍ରିୟଙ୍କା କହଁର ବୋଲି ଜଣା ପଡିଛି।