Install App
khariar.news
This browser does not support the video element.
ନୂଆପଡା: ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ୮.୩୦ ଯାଏଁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Nuapada, Nuapada | Aug 25, 2025
ବର୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାକୁ ଆସନ୍ତାକାଲି ସକାଳ ୮.୩୦ ମିନିଟ ପର୍ଯ୍ୟନ୍ତ ୟଲୋ ୱାର୍ଣିଂ ଜାରି କରଯାଇଛି। ଏହି ସମୟ ମଧ୍ୟରେ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହିତ ବର୍ଷା ହେବ ବୋଲି ସତର୍କ କରଯାଇଛି। ଏହାସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଆଜି ୨ ଟାରେ ସମୟରେ ସୂଚନା ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!