Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସ୍ବର୍ଗତ ବସନ୍ତ ବିଶ୍ବାଳଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଇ ଜୟଦେବଭବନରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଭକ୍ତ ଚରଣ ଦାସ

Bhubaneswar M Corp, Khordha | Sep 7, 2025
ସ୍ବର୍ଗତ ବସନ୍ତ ବିଶ୍ବାଳଙ୍କ ୨୨ ତମ ଶ୍ରାଦ୍ଧ ବାର୍ଷିକୀରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରେସବାର୍ତ୍ତା | ସେ କହିଛନ୍ତି ଓଡ଼ିଶାରେ ୮୦ ଦଶକରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ଅବିଭକ୍ତ କଟକ ଜିଲ୍ଲା ତିର୍ତ୍ତୋଲ ନିକଟସ୍ଥ ତୁଲଙ୍ଗ ମାଟିର ସୁପୁତ୍ର ବସନ୍ତ କୁମାର ବିଶ୍ୱାଳ । ମନରେ ଦୃଢ଼ ସଂକଳ୍ପ, ଅସୁମାରୀ ସ୍ୱପ୍ନ, ନୂତନ ଓଡ଼ିଶା ଗଠନର ପରିକଳ୍ପନା ନେଇ ରାଜନୀତି ଆରମ୍ଭ କରିଥିଲେ ବସନ୍ତ ବାବୁ ।
Read More News
T & CPrivacy PolicyContact Us