Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଆଖୁଆପଦା ଅନିକଟ ଠାରେ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

Bhadrak Rural, Bhadrak | Aug 24, 2025
ଷୋଳମପୁର ପଞ୍ଚାୟତ ବିନ୍ଧାଣ ଠାରେ ନଦୀ ବନ୍ଧ ଧସି ଯାଇଥିବା ର ଖବର ପାଇ ବିଭାଗର ଅଧିକାରୀ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀ ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀଙ୍କ ଉପସ୍ଥିତିରେ ବିଧାୟକ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ସାଧାରଣ ଜନତାଙ୍କ ସୁରକ୍ଷା ଧନଜୀବନ ଜୀବନ ସୁରକ୍ଷା କୁ ନଜରରେ ରଖି ମରାମତି କରିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ।
Read More News
T & CPrivacy PolicyContact Us