Download Now Banner

This browser does not support the video element.

ଝାରସୁଗୁଡା: ଗଂଜେଇ ଚାଲାଣ ବେଳେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନ ଅମାପାଲି ବ୍ରିଜ ରୁ ଜଣେ ଗିରଫ

Jharsuguda, Jharsuguda | Sep 10, 2025
ଗଂଜେଇ ଚାଲାଣ ବେଳେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନ ଅମାପାଲି ବ୍ରିଜ ରୁ ଜଣେ ଗିରଫ l ଗିରଫ ଅଭିଯୁକ୍ତ ଜଣକ ଧୂଲୁଣ୍ଡା ଗ୍ରାମର ପର୍ଶୁରାମ ସା ବୋଲି ଆଜି ବୁଧବାର ରାତି ୮ ଟା ରେ ରେଙ୍ଗାଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁଯାୟୀ ପର୍ଶୁରାମ ଛତିଶଗଡ଼ ପଟୁ ଗଂଜେଇ ନେଇ ଆସୁଥିବା ନେଇ ରେଙ୍ଗାଲି ପୋଲିସ କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ଏକ ଟିମ ଚଢ଼ାଉ କରିଥିଲା l ଆମପାଲି ବ୍ରିଜ ନିକଟରେ ପର୍ଶୁରାମ କୁ ପୋଲିସ ଧରିବା ସହ ତାଙ୍କ ନିକଟରୁ ୨ କେଜି ୬୬ ଗ୍ରାମ ଗଂଜେଇ ପୋଲିସ ଜବତ କରିବାସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରାମ୍ଭ କରିଛି l
Read More News
T & CPrivacy PolicyContact Us