This browser does not support the video element.
ଧରାକୋଟ: ମାଟିଆବରେଇ ଗ୍ରାମରେ ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Dharakote, Ganjam | Aug 24, 2025
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ କଲରାପଦର ପଞ୍ଚାୟତ ମାଟିଆବରେଇ ଗ୍ରାମ ଗ୍ରସ୍ତ କରିଛନ୍ତି ପୂର୍ବତନ ବିଜେପି ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଉତ୍ତମ କୁମାର ପାଣିଗ୍ରାହୀ l ସେ ଗ୍ରାମରେ ପହଞ୍ଚି ଦଳୀୟ କର୍ମୀ ଙ୍କ ସହ ସଂଗଠନ ନେଇ ଆଲୋଚନା ପରେ ଗ୍ରାମରେ ଦଳ ପକ୍ଷରୁ ରକ ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବହୁ ଗ୍ରାମବାସୀ ଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ l