Install App
angulkhabar123
This browser does not support the video element.
ଅନୁଗୋଳ: ସନ୍ଥପଡ଼ା ଛକ ନିକଟରେ ଟ୍ରଲର ସହିତ ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ
Anugul, Angul | Sep 1, 2025
୫୩ ନମ୍ବର ଜାତୀୟ ରାଜପଥ ସନ୍ଥପଡା ଛକ ନିକଟରେ ସଡକ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଟ୍ରଲର । ଘଟଣା ସ୍ଥଳରେ ବାଇକ୍ ଚାଳକ ମୃତ । ମୃତକ ଜଣକ ହେଲେ ବାରିହାପୁର ଅଞ୍ଚଳର ମନୋଜ ବେହେରା ।
Share
Read More News
T & C
Privacy Policy
Contact Us
Your browser does not support JavaScript!