This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ରାନୀବନ୍ଧ ପଡା ଅଞ୍ଚଳରେ ବେଆଇନ ନିଶା କାରବାର ଅଭିଯୋଗ, 2ଗିରଫ
Sambalpur M, Sambalpur | Sep 13, 2025
ସମ୍ବଲପୁରର ରାନୀବନ୍ଧ ପଡା ଅଞ୍ଚଳରୁ ବେଆଇନ ଭାବରେ ନିଶା ଦ୍ରବ୍ୟ କାରବାର କରୁଥିବା ଅଭିଯୋଗରେ ବରେଇପାଲି ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଆଜି ଦିନ ୧୨ଟାରେ ପେଟ୍ରୋଲିଂ ସମୟରେ ଖବର ପାଇ ବରେଇପାଲି ପୁଲିସ ରାନୀବନ୍ଧ ପଡା ଅଞ୍ଚଳରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ସେହି ଅଞ୍ଚଳ ନିବାସୀ ସନ୍ନି ସୁନା ଓରଫ କିଷାନ ଓ ଅନିଲ ସାହାଣୀ ନାମକ ଯୁବକ ପୁଲିସ ଦେଖି ଦୌଡି ଫେରାର ହେବାର ଉଦ୍ୟମ କରୁଥିବା ବେଳେ ତାକୁ ଗୋଡାଇ ଗୋଡାଇ ଧରାଯାଇଥିଲା । ଯୁବକଙ୍କ ନିକଟରୁ ୫୦ଟି ନିଶା ବଟିକା, ୫୭ଟି ନିଶା କଫ ସିରପ, ୨୦ ଟି ଦେଶୀ ପାଉଚ, ୫୦୦ ମିଲିଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ ଓ ଗୋଟିଏ ମୋବାଇଲ