Download Now Banner

This browser does not support the video element.

ଦେବଗଡ: ମରଡଙ୍ଗ ଗ୍ରାମରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

Debagarh, Debagarh (Deogarh) | Sep 3, 2025
ବାରକୋଟ ବ୍ଲକ ମରଡଙ୍ଗ ଗ୍ରାମରେ ରାଧା କ୍ରୀଷ୍ଣା ଫୁଟବଲ ଏସୋସିଏସନ ପକ୍ଷରୁ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଟୁଣ୍ଣାମେଂଟର ଫାଇନାଲ ମ୍ୟାଚରେ ବାଲିରୋଇ ଦଳକୁ ନୁଆଗାଁ ଦଳ ୫-୪ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି । ଏହି ଅବସରରେ ଆୟୋଜକ ଅନୁଷ୍ଠାନର ସଭାପତି ଲିପୁନ ସାହୁ ଏବଂ ସମ୍ପାଦକ ନିର୍ମଳ ପେଣ୍ଠେଇଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us