Download Now Banner

This browser does not support the video element.

ବାଣପୁର: ସୋରଣ ସେବାସମବାୟ ସମିତି ରେ ସାର ବଣ୍ଟନ ବେଳେ ଉତ୍ତେଜନା,

Banapur, Khordha | Sep 23, 2025
ଆଜି ମଧ୍ୟାହ୍ନ ୨ ଟା ସମୟରେ ଏଭଳି ଘଟଣା ଘଟିଛି, ୨୦୦ ବସ୍ତା ସାର ବଣ୍ଟନ ପାଇଁ ଆସିଥିବା ବେଳେ ୬୦୦ ଲୋକ ରୁଣ୍ଡ ହୋଇଥିଲେ ସାର ନେବାପାଇଁ,
Read More News
T & CPrivacy PolicyContact Us