Download Now Banner

This browser does not support the video element.

ଅନୁଗୋଳ: ଅନୁଗୋଳ ସରକାରୀ ପଲିଟେକ୍ନିକ୍ କଲେଜ ପରିସରରେ ସାପ କାମୁଡିଲେ ମେଡିକାଲ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

Anugul, Angul | Sep 2, 2025
Govt polytechnic college angul ରେ ମାନବ ସେଵା ଚାରିଟେବୁଲ ଟ୍ରଷ୍ଟ ତରଫରୁ ସାପ କାମୁଡ଼ିଲେ ଡାକ୍ତରଖାନା କୁ ଯାଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି lଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିବା ବେଳେ କଲେଜର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us