Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ମୁନସିପାଲଟି ଇନୋଡର ଷ୍ଟାଡିୟମରେ ବେଡମିଣ୍ଟନ ପ୍ରତିଯୋଗିତା ଯୋଗଦେଲେ ମୁନସିପାଲଟି ଚେୟାରମେନ

Koraput Town, Koraput | Aug 25, 2025
କୋରାପୁଟ ମୁନସିପାଲଟିର ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ କୋରାପୁଟ ଇନଡୋର ଷ୍ଟାଡିୟମରେ ବେଡ଼ ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସୋମବାର ରାତି ୮ଟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ ଉପସ୍ଥିତ ଥିଲେ। କାଉନସିଲର ମାନଙ୍କ ସହ ଅଫିସ୍ କର୍ମଚାରୀ ମଧ୍ୟରେ ବେଡ଼ ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତିତ୍ବ ପ୍ରତିଯୋଗୀଙ୍କୁ ମୁଖ୍ୟ ସମାରୋହରେ ପୁରସ୍କୃତ କରାଯିବା ନେଇ ଜଣାପଡିଛି।
Read More News
T & CPrivacy PolicyContact Us