This browser does not support the video element.
ବୌଦ୍ଧ ସଦର: ବୁରକଟା ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା,ଜଣେ ଗୁରୁତର
Baudh Sadar, Boudh (Bauda) | Sep 3, 2025
ବୁଧବାର ଅପରାନ୍ହରେ ଜାତୀୟ ରାଜପଥ ନଂ 57 ର ବୁରକଟା ବକବନ୍ଧ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ କୁସୁମଝୁଲି ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାଗ ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ରାସ୍ତାରେ ଯାଉଥିବା ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ସହାୟତାରେ ବୌଦ୍ଧ ଡାକ୍ତର ଖାନା ପଠାଇ ଥିଲେ l