This browser does not support the video element.
ଚମ୍ପୁଆ: ଭାରସାମ୍ୟ ହରାଇ ବଡବିଲ-ନାଲଦା ରାସ୍ତା ତଳକୁ ପସିଲା ହାଇୱା, ଚାଳକ ସୁରକ୍ଷିତ
Champua, Kendujhar | Aug 27, 2025
ବଡବିଲ-ନାଲଦା ରାସ୍ତା ଦେଇ ଯାଉଥିବା ଏକ ହାଇୱା ଆଜି ଭାରସାମ୍ୟ ହରାଇ ରାସ୍ତା ତଳକୁ ଜଙ୍ଗଲ ମଧ୍ୟରେ ପଶି ଯାଇଥିବା ଦେଖା ଯାଇଛି। ଯାହାକୁ ଏକ କ୍ରେନ ଦ୍ଵାରା ଉଦ୍ଧାର କରା ଯାଇଥିବା ବେଳେ ସୌଭାଗ୍ୟ ବଶତଃ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି।