Download Now Banner

This browser does not support the video element.

ଧର୍ମଗଡ: କଲମପୁର ମିନି ଷ୍ଟାଡିୟମ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ମହାସଂଘ ର ପ୍ରତିଷ୍ଠା ଦିବସ ପାଳନ

Dharamgarh, Kalahandi | Sep 1, 2025
ସୋମବାର କଲମପୁର ମିନି ଷ୍ଟାଡିୟମ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ମହାସଂଘ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଡ୍ରାଇଭର ଦିବସ ପାଳନ ଅବସରରେତିଲ ପାତ୍ର, ଯୁବରାଜ ହଂସ, ଅମୁଲ୍ୟ ବେହେରା, ଯଶୋବନ୍ତ ବାରିକ ପ୍ରମୁଖ କର୍ମକର୍ତ୍ତାଙ୍କ ନେତୃତ୍ଵରେ ବଙ୍କାପଲା ଠାରୁ କଲମପୁର ମିନି ଷ୍ଟାଡିୟମ ସଭା ମଞ୍ଚ ପର୍ଯ୍ୟନ୍ତ ଏକ ବାଇକ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।
Read More News
T & CPrivacy PolicyContact Us