Download Now Banner

This browser does not support the video element.

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଛାତରୁ ପ୍ଳାଷ୍ଟର ଖସି ଲିଗାଲ୍ ଅଫିସର ଗୁରୁତର

Kendrapara, Kendrapara | Sep 13, 2025
କେନ୍ଦ୍ରାପଡ଼ା ଶିଶୁ ସୁରକ୍ଷା ଏକକ ଅଧିକାରୀଙ୍କ କାର୍ଯ୍ୟାଳୟ ଛାତରୁ ପ୍ଳାଷ୍ଟର ଖସି ଲିଗାଲ୍ ଅଫିସର ଆହତ l ଆହତ ଅଧିକାରୀଙ୍କ ନାମ ବିବେକାନନ୍ଦ ଅତବୁଦ୍ଧି l
Read More News
T & CPrivacy PolicyContact Us