Install App
dhenkanalknagar
This browser does not support the video element.
କାମାକ୍ଷାନଗର: ଚେକ ଡ୍ୟାମ ବନ୍ଦ କରିବାରୁ ଇନ୍ଦିପୁର ଗାଁରେ ଧାନ ଜମି ଜଳମଗ୍ନ ଶନିବାର ୧ଟାରେ କାମାକ୍ଷାନଗର ଠାରେ ଅତିରିକ୍ତ ତହସିଲଦାରଙ୍କୁ ଚାଷୀ କଲେ ଅଭିଯୋଗ
Kamakshyanagar, Dhenkanal | Sep 6, 2025
ଚେକ ଡ୍ୟାମ ବନ୍ଦ କରିବାରୁ ଇନ୍ଦିପୁର ଗାଁରେ ଧାନ ଜମି ଜଳମଗ୍ନ ଶନିବାର ୧ଟାରେ ଅତିରିକ୍ତ ତହସିଲଦାରଙ୍କୁ ଚାଷୀ କଲେ ଅଭିଯୋଗ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସି ଇନ୍ଦିପୁର ଗାଁର ଚାଷୀ ମାନେ ଶନିବାର କାମାକ୍ଷାନଗର ଅତିରିକ୍ତ ତହସିଲଦାର ସୂର୍ଯ୍ୟକାନ୍ତ ବରାଳ ଙ୍କୁ କଲେ ଅଭିଯୋଗ ।ବଡ଼ ଇନ୍ଦିପୁର ଗାଁର କେତେକ ଲୋକ ସେଠାରେ ଥିବା ଚେକ ଡ୍ୟାମକୁ ବନ୍ଦ କରିଛନ୍ତି ଯାହାଫଳରେ ଉପର ମୁଣ୍ଡରେ ଥିବା ଇନ୍ଦିପୁର ଗାଁର ଚାଷୀଙ୍କ ଧାନ ବିଲ ଜଳମଗ୍ନ ।
Share
Read More News
T & C
Privacy Policy
Contact Us
Your browser does not support JavaScript!