Install App
sabitagiri934
This browser does not support the video element.
ଭୋଗରାଇ: ଥାନାଛକ ସମେତ ଭୋଗରାଇ ରେ ୩୦ ରୁ ଅଧିକ ମଣ୍ଡପରେ ମହା ଅଷ୍ଟମୀ ପାଳିତ ହୋଇଯାଇଛି ,ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ
Bhograi, Balasore | Sep 30, 2025
ଧରା ପୃଷ୍ଠରେ ଧରା ବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ତାଙ୍କ ଆଗମନରେ ହସି ଉଠୁଛି ପୁରା ସଂସାର । ସୁସଜିତ ହୋଇ ଝଲସି ଉଠୁଛି ସବୁ ଆଡ଼େ ମାଆଙ୍କ ମଣ୍ଡପ। ପୀଠରେ ଆଜି ମହାନବମୀ ପାଳିତ ହଉଥିବା ବେଳେ ମୃମୟୀମୃତ୍ତି ପାଖରେ ଆଜି ମହାଅଷ୍ଟମୀ ପାଳନ ହେଉଥିବା ବେଳେ ବାଲେଶ୍ଵର ଭୋଗରାଇ ରେ ବିଭିନ୍ନ ମଣ୍ଡପ ରେ ବେଶ ଧୂମଧାମ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!