Download Now Banner

This browser does not support the video element.

ବଡସାହି: ବଡ଼ସାହି ଥାନା ଇଲାକାରୁ ୧୭ବର୍ଷୀୟା ନାବାଳିକା ନିଖୋଜ ଘଟଣାରେ ଅପହରଣ ମାମଲା ରୁଜୁକରି ପୀଡ଼ିତାଙ୍କୁ ଉଦ୍ଧାର ପାଇଁ ତଦନ୍ତ ଆରମ୍ଭକଲା ପୁଲିସ

Barsahi, Mayurbhanj | Oct 1, 2025
ବଡ଼ସାହି ଥାନା ଇଲାକାରୁ ଜନୈକା ୧୭ବର୍ଷୀୟା ନାବାଳିକା ଅପହରଣ ଘଟଣାରେ ବୁଧବାର ରାତି ସାଢେ ଦଶଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବଡ଼ସାହି ପୁଲିସ l ସୂଚନା ମୁତାବକ ୧୭ବର୍ଷୀୟା ନାବାଳିକା ଜଣକ ନିଖୋଜ ହେବା ଘଟଣାରେ ପରିବାରବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସନ୍ଧାନ ପାଇନଥିଲେ l ଶେଷରେ ନିରାଶ ହୋଇ ବଡସାହି ଥାନାରେ ଏତଲା ଦାଏରପରେ ପୁଲିସ ବୁଧବାର ରାତିରେ ୩୪୭ ନମ୍ବରରେ ଏକ ଅପହରଣ ମାମଲା ରୁଜୁ କରିଛି l
Read More News
T & CPrivacy PolicyContact Us