Download Now Banner

This browser does not support the video element.

କାମାକ୍ଷାନଗର: କାମାକ୍ଷାନଗର ଏନଏସି ତରଫରୁ ଗୁରୁବାର ୧୧ଟାରେ ସ୍ୱଚ୍ଛତା ପକ୍ଷ ପାଳନ ଉପସ୍ଥିତ ରହିଲେ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା

Kamakshyanagar, Dhenkanal | Sep 25, 2025
କାମାକ୍ଷାନଗର ଏନଏସି ତରଫରୁ ଗୁରୁବାର ୧୧ଟାରେ ସ୍ୱଚ୍ଛତା ପକ୍ଷ ପାଳନ ଉପସ୍ଥିତ ରହିଲେ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଧ୍ୟରେ ସ୍ୱଚ୍ଛତା ରହିବା ଉପରେ ଗୁରୁବାର ଏକ ସ୍ୱଚ୍ଛତା ପକ୍ଷ ଏନଏସି ତରଫରୁ ପାଳନ କରାଯାଇଛି ।ଏଠାରେ ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us