This browser does not support the video element.
କେନ୍ଦୁଝର ସହର: ବାଂଶପାଳ ଠାରେ ଭାଜପା ମଣ୍ଡଳ ତରଫରୁ ସେବାପକ୍ଷ ଅନୁଷ୍ଠିତ
Kendujhar Town, Kendujhar | Sep 9, 2025
ବାଂଶପାଳ ବିଜେପି ମଣ୍ଡଳ ସଭାପତି ଶୁକ୍ରା ମୁଣ୍ଡାଙ୍କ ନେତୃତ୍ୱରେ ସେବାପକ୍ଷ ପାଳନ ହୋଇଯାଇଛି। ଏଥିଲାଗି ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ସଭାରେ ଉପସ୍ଥିତ ଥିଲେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ସାଂସଦଙ୍କ ପ୍ରତିନିଧି ପ୍ରଲ୍ଲାଦ ମୁହାକୁଡ଼, ବିଧାୟକଙ୍କ ପ୍ରତିନିଧି ଉମାକାନ୍ତ ବାରିକ ଏବଂ ଭାଜପାର ସମସ୍ତ ଆଞ୍ଚଳିକ କାର୍ଯ୍ୟକର୍ତ୍ତା। ଏମାନେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।