Download Now Banner

This browser does not support the video element.

ନୟାଗଡ: ଜିଲ୍ଲାପାଳଙ୍କ ସଭା ଗୃହ ପରିସରରେ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ

Nayagarh, Nayagarh | Sep 1, 2025
ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ । ସୂଚନା ମୁତାବକ ଆଜି ମଧାହ୍ନ ୧୨ ଘଟିକା ସମୟରେ ଜନ ଶୁଣାଣି ଶିବିର ଜିଲ୍ଲାପାଳଙ୍କ ସଭା ଗୃହରେ ଅନୁଷ୍ଠିତ ହେଇଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଲ ଅକ୍ଷୟ ସୁନୀଲ ଅଗ୍ରୱାଲ ଉପସ୍ଥିତ ରହିଥିଲେ ଏବଂ ଜିଲ୍ଲା ଇସିପୀ ଏଶିପି ଏସ ସୁଶ୍ରୀ ଉପସ୍ଥିତ ରହିଥିଲେ। ତତ୍ ସହିତ ଆଜିର କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ,ଜିଲ୍ଲା ପରିଷଦ କାର୍ଯୟନିର୍ବାହୀ ଅଧିକାରି ଲଗ୍ନ ଜିତ ରାଉତ
Read More News
T & CPrivacy PolicyContact Us