Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ପୌର ପରିଷଦ ୱାର୍ଡ ନମ୍ବର ୧୨ ମାଲିମୁଣ୍ଡା ଏସଏଚଜି ମହିଳାଙ୍କ ପକ୍ଷରୁ ବିକ୍ଷୋଭ

Jharsuguda, Jharsuguda | Sep 4, 2025
ଝାରସୁଗୁଡା ପୌର ପରିଷଦ ୱାର୍ଡ ନମ୍ବର ୧୨ ମାଲିମୁଣ୍ଡା ଏସଏଚଜି ମହିଳାଙ୍କ ପକ୍ଷରୁ ବିକ୍ଷୋଭ l ଆଜି ଗୁରୁବାର ଅପରାହ୍ନ ପ୍ରାୟ ୩ ଟା ୩୦ ରେ ଏସଏଚଜି ଗ୍ରୁପ ର ମହିଳା ମାନେ ମାଲିମୁଣ୍ଡା ପୋଖରୀ ନିକଟରେ ଏକତ୍ରିତ ହେବା ସହ ଏହି ପୋଖରୀ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଅପପ୍ରଚାର କରାଯାଇଥିବା ପ୍ରକାଶ କରିଛନ୍ତି l ମହିଳା ମାନେ ଅଭିଯୋଗ କରିଛନ୍ତି ଯେ ଏହି ପୋଖରୀ ର କାର୍ଯ୍ୟ ଠିକ ରେ ହୋଇନଥିବା, ପୋଖରୀ ର ବାଡ଼, ଚେଞ୍ଜିଙ୍ଗ ରୁମ ଆଦି ଭାଙ୍ଗି ଯାଇଥିବାନେଇ ବିଭିନ୍ନ ଗଣମାଧ୍ୟମ ରେ ଅପପ୍ରଚାର କରାଯାଇଛି l ଯାହା ଭୁଲ ଅଟେ l
Read More News
T & CPrivacy PolicyContact Us