This browser does not support the video element.
ଯାଜପୁର: ଅହିୟାସ ବଙ୍ଗାଳିବାଡି ନିକଟକୁ ପୂର୍ବତନ ବିଧାୟକଙ୍କ ଗସ୍ତ,ଘାଈ ମରାମତି କାର୍ଯ୍ୟର କଲେ ତଦାରଖ
Jajapur, Jajpur | Sep 3, 2025
ଅହିୟାସ ବଙ୍ଗାଳିବାଡି ନିକଟକୁ ପୂର୍ବତନବିଧାୟକଙ୍କ ଗସ୍ତ,ଘାଈ ମରାମତି କାର୍ଯ୍ୟର କଲେ ତଦାରଖ,ତୁରନ୍ତ ଶେଷ କରିବାକୁ ବିଭାଗ୍ୟ ଅଧିକାରୀଙ୍କ ସହିତ କଲେ ଆଲୋଚନା l ଗତ କିଛିଦିନ ତଳେ ଅହିୟାସ ନିକଟରେ ଘାଇ ସୃଷ୍ଟି ହେବା ଯୋଗୁ ଅନେକ ପଂଚାୟତର କ୍ଷକ୍ଷତି ହେଇଛି l ସେପଟେ ଗତ କାଲିଠାରୁ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରିରହିଛି l ଯାହାଫରେ ପୁନଃଶ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ଦେଖା ଦେଇଛି l ଏହାକୁ ଦୃଷ୍ଟିରେ ତୁରନ୍ତ ଘାଇର ମରାମତି କାର୍ଯ୍ୟ ଶେଷ କରିବାକୁ ପ୍ରଶାସର ତତ୍ପରତା ପ୍ରକାଶ ପାଇଛି l